କୁଡମୀ ଜାତିକୁ ପୁନଃ ଜନଜାତି ମାନ୍ୟତା ଦାବିରେ ରେଳରୋକ

ମୟୁରଭଞ୍ଜ ଜିଲ୍ଲା ବାରିପଦା, ରାଇରଙ୍ଗପୁର ଓ ବେତନଟୀ ଷ୍ଟେସନରେ ରେଳରୋକ କରିଛନ୍ତି କୁଡମୀ ଜାତିର ଶତାଧିକ ମହିଳା ଓ ପୁରୁଷ।

ଫଳରେ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍, ବାରିପଦା-ସାଲିମାର ଟ୍ରେନ୍ ଅଧାରେ ଅଟକି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes