ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଠାରେ ରାଷ୍ଟ୍ରିୟ ସ୍ବୟଂସେବକ ସଂଘର କେଶବ ପ୍ରଭାରୀ ଶାଖା ଆନୁକୁଲ୍ୟରେ ଗୁରୁ ଦକ୍ଷଣା କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି l
ମୁଖ୍ଯବକ୍ତା ଭାବେ ଯୋଗୀନ୍ଦ୍ର ଦାସ ଯୋଗଦେଇ ଗୁରୁ ଦକ୍ଷଣା କାର୍ଯ୍ୟକ୍ରମର ମହତ୍ତ୍ବ ବିଷୟରେ ଆଲୋଚନା କରିଥିଲେ ଗୁରୁ ଭଗବାଧ୍ବଜଙ୍କ ପୂଜାର୍ଚ୍ଚନା କରିଥିଲେ ଏଥିରେ ବହୁସଂଖ୍ଯାରେ ଶିକ୍ଷକ ଅଭିଭାବକ ଯୋଗଦେଇ ଥିଲେ l