କୁଟାସିଂହାରେ ଖୋଲିବ ଯୁକ୍ତଦୁଇ କଲେଜ

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ହାଇସ୍କୁଲ ଠାରେ ଯୁକ୍ତଦୁଇ କଲେଜ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିଥିବା ରାଜ୍ଯ ପ୍ରକଳ୍ପ ନିର୍ଦ୍ଧେଶ ଅନୁପମ ଶାହାଙ୍କ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି l

ବଲାଙ୍ଗୀର ଜିଲ୍ଲାର ୬ଟି ହାଇସ୍କୁଲରେ ଯୁକ୍ତ ଦୁଇ କଲେଜ ଖୋଲିବା ଘୋଷଣା ପରେ ଅଞ୍ଚଳରେ ଖୁସୀର ଲହରୀ ଖେଳିଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes