ଜନ ନେତା ପ୍ରସନ୍ନ ପଣ୍ଡା ଜନ୍ମ ଶତବର୍ଷିକି କମିଟି ଓ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଉପ ସଭାପତି ରମେଶ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରସନ୍ନ ପଣ୍ଡାଙ୍କ ଜନ୍ମ ଶତ ବାର୍ଷିକୀ ଆଜି ପାଳିତ ହୋଇ ଯାଇଛି ।
ଆଦିବାସୀ ଭବନରେ ଆୟୋଜିତ ଏହି ଉତ୍ସବ କୁ କମିଟିର ଆବାହକ ନରେନ୍ଦ୍ର କୁମାର ବାଘ ପରିଚାଳନା କରିଥିଲେ। ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରସନ୍ନ ବାବୁ ବିଶ୍ୱର ବିସ୍ଥାପନା ଆନ୍ଦୋଳନର ପ୍ରବକ୍ତା ହେବ ସହ ଗରିବ ଜନତାର ବାସ୍ତବିକ ସାଥି ଥିଲେ ବୋଲି କହି ଥିଲେ।