କୁଚିଣ୍ଡାରେ ଖୋଲିବ ନୂଆ ସରକାରୀ ଆଇଟିଆଇ

ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ଏକ ନୂଆ ସରକାରୀ ଆଇଟିଆଇ ଖୋଲିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି l ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ଥିବା ଚାରୋଟି ଟ୍ରେଡରେ 240 ଜଣ ପିଲା ଏଠାରେ ଶିଳ୍ପ ତାଲିମ ପାଇବେ l
କୁଚିଣ୍ଡା, ବାମରା ଓ ଜମନକିରା ଅଞ୍ଚଳର ଯୁବସମାଜ ଏହାଦ୍ୱାରା ଉପକୃତ ହେବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes