କୁଖ୍ୟାତ ଲୁଟେରା ହେମନ୍ତ ଦାସକୁ ଧରିଲା ପୁଲିସ

ଏକ ଚୋରି ମାମଲାରେ ହେମନ୍ତକୁ କଟକ ବାଦାମବାଡ଼ି ପୁଲିସ ଧରିଛି

ହେମନ୍ତ ନାଁରେ ଦେଶରେ ୫୦୦ରୁ ଅଧିକ ଚୋରି ମାମଲା ରହିଛି। ରାଜ୍ୟରେ ୧୦୦ରୁ ଅଧିକ ମାମଲା ହେମନ୍ତ ନାଁରେ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes