କୁଖ୍ୟାତ ନିଶା ବେପାରୀ ଆଜାଦ ପରଭେଜ ଗୌହାଟିରେ ଗିରଫ

ବାଲେଶ୍ୱରର କୁଖ୍ୟାତ ନିଶା ବେପାରୀ ଆଜାଦ ପରଭେଜକୁ ଏନସିବି ଅଧିକାରୀ ମାନେ ଗୌହାଟିରୁ ଗିରଫ କରିଥିବା ଖବର ମିଳିଛି l
ତାକୁ ଜେରା କରିବାକୁ ଓଡିଶାରୁ ମଧ୍ୟ ଏକ ଟିମ ଗୌହାଟି ଯିବ ବୋଲି କ୍ରାଇମବ୍ରାଞ୍ଚ ଏସଟିଏଫର ଜଣେ ଅଧିକାରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes