କୁକୁଡ଼ା ବୋଝେଇ ଓଲଟିଲା ପିକଅପ ଗାଡି

ଆଜି ବରଗଡ଼ ଜିଲ୍ଲା ଚକରକେନ କୁକୁଡ଼ା ଫାର୍ମକୁ କୁକୁଡା ବୋଝେଇ ଯାଉଥିବା ଏକ ପିକଅପ ଓଲଟି ପଡ଼ିଥିବାରୁ‌ ସମସ୍ତ କୁକୁଡ଼ା ମରି ଯାଇଥିବା ସୂଚନା ମିଳିଛି।

ପୁଲିସ୍ ଏବେ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes