କୁଆଖାଇ ନଦୀପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ପାହାଳ ଥାନା ନହରକଣ୍ଟା ଜଗନ୍ନାଥ ମନ୍ଦିର ନିକଟ ପଠାରୁ ମୃତଦେହ ଉଦ୍ଧାର ହୋଇଛି।

ମୃତକ ଶୁକ୍ରବାର ଠାରୁ ନିଖୋଜ ଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes