କୀଟ ନାଶକ ପିଇ ଯୁବତୀଙ୍କ ଆତ୍ମହତ୍ୟା

ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ତେଲେନ ପାଲି ପଞ୍ଚାୟତ ଅନ୍ତର୍ଗତ ଘୁଚା ପାଲି ଗ୍ରାମର ଜଣେ ଯୁବତୀ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବତୀ ଜଣକ ହେଲ ଘୁଚାପାଲି ଗ୍ରାମର ଡିଙ୍ଗର ଭୋଇ ଙ୍କର ଝିଅ ଦ୍ରୋପତି ଭୋଇ ।

ଗତ ମଙ୍ଗଳବାର କୌଣସି କାରଣ ବଶତ ଦ୍ରୋପତି ତାଙ୍କ ବାସ ଭବନ ରେ ବିଷପାନ କରିଥିଲେ।ପରେ ପରିବାର ଲୋକେ ଜାଣିବା ପରେ ଦ୍ରୋପତି ଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ରେ ଭର୍ତ୍ତୀ କରି ଥିଲେ ଆଜି ଚିକିତ୍ସା ଧୀନ ଅବସ୍ଥାରେ ଦ୍ରୋପଦି ଙ୍କର ମୃତୁ ହୋଇଛି ପୋଲିସ ଶବ ଜବତ କରି ବ୍ୟବଛେଦ କେନ୍ଦ୍ର କୁ ପଠେଇଛି

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes