କିସର ପ୍ରଥମ ଆଦିବାସୀ ଛାତ୍ରୀଙ୍କ ପିଏଚଡି

ଡ. ହିସି ସୋରେନ୍ ପ୍ରଥମ ଆଦିବାସୀ ଛାତ୍ରୀ ହୋଇ ପିଏଚଡି କରିଛନ୍ତି l

ତାଙ୍କର ପିଏଚଡି ଅନୁସନ୍ଧାନ ପ୍ରସଙ୍ଗ ଥିଲା ‘ଓଡିଶାର ମୟୂରଭଞ୍ଜ ଜିଲ୍ଲା ମାଧ୍ୟମିକ ବିଦ୍ୟାଳୟରେ ଆଦିବାସୀ ତଥା ଅଣ-ଆଦିବାସୀ ଛାତ୍ରମାନଙ୍କ ପରିବେଶ ସଚେତନତା l’ ଡ. ହିସିଙ୍କୁ ଡ. ଅଚ୍ୟୁତ ସାମନ୍ତ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes