କିଶୋର ମଟନ ହୋଟେଲ୍ ଭାଙ୍ଗିଲା ବିଏମସି

ଭୁବନେଶ୍ୱର ମହାନଗର ନିଗମ ଆଜି ଚର୍ଚ୍ଚିତ କିଶୋର ମଟନ ହୋଟେଲ ଭାଙ୍ଗି ଦେଇଛି।

ବେଆଇନ ଭାବେ ମଟନ ହୋଟେଲ ତିଆରି ହୋଇଥିବାରୁ ବୁଧବାର ଚଢ଼ାଉ କରି ହୋଟେଲକୁ ସିଲ୍ କରିଥିଲା ବିଏମସି। ସିଲ୍ ସତ୍ତ୍ୱେ ଗତକାଲି ହୋଟେଲ ଖୋଲି ବେପାର କରିବାରୁ ଆଜି ଭାଙ୍ଗିଛି ବିଏମସି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes