କିଶନନଗର ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ମୃତ

କଟକ କିଶନ ନଗରରେ ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ୫୩ ବର୍ଷୀୟ ଗୁଣନିଧି ବିଷୋୟୀଙ୍କ ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଗୁଣନିଧି ଗତକାଲି ଜମି ବିବାଦରେ ନ୍ୟାୟ ନପାଇ ଥାନା ଆଗରେ ନିଜ ଦେହରେ ନିଆଁ ଲଗାଇଥିଲେ। ଏହି ଘଟଣାରେ ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ ସୁପାରିସ କରିଛନ୍ତି କଟକ ଗ୍ରାମାଞ୍ଚଳ ଏସପି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes