ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିରାଣି ସୁବ୍ରତ ବେହେରାଙ୍କ ସୁସୁଡ଼ା ବାସଭବନ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି।ଢେଙ୍କାନାଳ ବାଉଁଶପୋଖରୀ ପୈତୃକ ଘର ଓ ବଅଁରପାଳ ଶ୍ଵଶୁର ଘରେ ରେଡ୍ ଚାଲିଛି।
ଟଙ୍କା ହେରଫେର୍ ମାମଲାରେ ସାଢେ ୩ ମାସ ନିଖୋଜ ହେବା ପରେ ଗିରଫ ହୋଇଛନ୍ତି। ନିଜ ଦରମା ବୃଦ୍ଧି ସହ ପ୍ରାୟ ଅଢ଼େଇ କୋଟି ଟଙ୍କା ଜାଲିଆତି କରିଥିବା ଅଭିଯୋଗ ହୋଇଛି।