କିମ୍ସ ପୂର୍ବ ଭାରତର ଶ୍ରେଷ୍ଠ ପାଞ୍ଚ ହସ୍ପିଟାଲରେ ସ୍ଥାନିତ (ଅପଡେଟ)

ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ – କିମ୍ସ ପୂର୍ବ ଭାରତର ଶ୍ରେଷ୍ଠ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ତାଲିକାର ପଞ୍ଚମରେ ରହିପାରିଛି l

ଇଂରାଜୀ ପତ୍ରିକା ଆଉଟଲୁକ ପକ୍ଷରୁ ପ୍ରସ୍ତୁତ ବେଷ୍ଟ ହସ୍ପିଟାଲ ରାଙ୍କିଙ୍ଗ -2022 ରେ କିମ୍ସର ଅସ୍ଥିଶଲ୍ୟ ବିଭାଗ ସର୍ବଭାରତୀୟ ସ୍ତରରେ ଷଷ୍ଠ ରାଙ୍କ, ଶିଶୁ ବିଭାଗ ନବମ ରାଙ୍କ ଗ୍ୟାଷ୍ଟ୍ରୋ ଓ ନ୍ୟୁରୋ ବିଭାଗ ଦଶମ ଏବଂ ହୃଦ ବିଭାଗ ଦ୍ୱାଦଶ ରାଙ୍କରେ ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes