ଓଭରବ୍ରିଜ ନିକଟ ନାଇରା ପେଟ୍ରୋଲ ପମ୍ପ ନିକଟରେ କୋଣାର୍କ ଅଞ୍ଚଳର ଅଭିଯୁକ୍ତ କ୍ରିଷ୍ଣା କାଣ୍ଡିକୁ ଏନ୍କାଉଣ୍ଟର କରିଛି ପୁଲିସ। ପିଛା କରିବା ବେଳେ ପୋଲିସକୁ ଗୁଳିମାଡ଼ କରିଥିଲା। ପାଲଟା ଗୁଳିମାଡ଼ରେ ଅଭିଯୁକ୍ତ ଆହତ ହୋଇଛି। ପୁଲିସ କାବୁ କରିଛି। ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ସ୍ଥାନାନ୍ତର କରାଯାଇଛି।