କିଡ୍‌ନୀ ଦେବା ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗ ମାମଲାର ହେବ ତଦନ୍ତ

କିଡ୍‌ନୀ ଦେବା ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗ ମାମଲାର ତଦନ୍ତ ଜଣେ ଏଡିସିପି କରିବେ କହିଲେ କଟକ ଡିସିପି।

ଅଭିଯୋଗର ବିସ୍ତୃତ ଭାବେ ତଦନ୍ତ କରାଯିବ। ମଙ୍ଗଳାବାଗ ଥାନାରେ ଏତଲା ହୋଇଛି, ସବୁ ଦିଗକୁ ନେଇ ତଦନ୍ତ ହେବ। ଅଙ୍ଗ ଦାନର ସମସ୍ତ ନିୟମ ପାଳନ ହୋଇଛି କି ନାହିଁ, ତଦନ୍ତ ହେବ, ଏଥିରେ ଆଉ କେହି ସଂଶ୍ଳିଷ୍ଟ ଅଛନ୍ତି କି ନାହିଁ, ଦେଖିବୁ କହିଛନ୍ତି ଡିସିପି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes