ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ରାୟଗଡ଼ା ଜିଲ୍ଲା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନ ଓ ଅଫିସ୍ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି।
ବାଲିଗୁଡ଼ା, ବ୍ରହ୍ମପୁର, ଭଞ୍ଜନଗରରେ ଭିଜିଲାନ୍ସ ଚଢାଉ ଜାରି ରହିଥିବା ବେଳେ ନୟାଗଡ, ଦାରିଙ୍ଗିବାଡ଼ି ଓ କୁକୁଡ଼ାଖଣ୍ଡିରେ ମଧ୍ୟ କରାଯାଉଛି ଚଢାଉ। ଏଥିରେ ୭ DSP, ୭ ଇନ୍ସପେକ୍ଟର୍ ଓ ୯ ଜଣ ASI ସାମିଲ ଅଛନ୍ତି।