ଆଜି ଗଜପତି ଜିଲ୍ଲା କାଶୀନଗର ଶ୍ରୀ ରାମ ଡିଗ୍ରୀ କଲେଜ ତରଫରୁ ବିଶ୍ଵ ପୃଥିବୀ ଦିବସ ପାଳିତ ହୋଇଛି।
ଅଧ୍ୟକ୍ଷ ପ୍ରଶାନ୍ତ ବନ ପାଲିଙ୍କ ନେତୃତ୍ୱରେ ଏହା ପାଳନ କରାଯାଇଛି। ସମର ଶିକ୍ଷାର୍ଥୀ, ଏନ୍ଏସଏସ ଛାତ୍ରଛାତ୍ରୀ ସହର ପରିକ୍ରମା କରି ସଚେତନ କରିଥିଲେ। ସବୁ ଅଧ୍ୟାପକ ଓ କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ।
Credible Local News of Odisha