କାଲି ସୁବଳୟାରେ ଅନୁଷ୍ଠିତ ହେବ ଆୟୁର୍ବେଦିକ ମେଡିକାଲ ଶିବିର

ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଟିକ୍ରାପଡାସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ସ୍ବାସ୍ଥ୍ୟ ସମ୍ୱନ୍ଧୀତ ଆୟୁର୍ବେଦିକ ମେଡିକାଲ ଶିବିର l

ବିଶେଷଜ୍ଞମାନେ ଯୋଗ ଦେଇ ଅତ୍ୟାଧୁନିକ ଯନ୍ତ୍ରାନ୍ସ ଦ୍ୱାରା ମାତ୍ର ୩ ମିନିଟ ସମୟରେ ଶରୀରର ୩୬ ଟି ଅଙ୍ଗର ପରୀକ୍ଷା କରି ରିପୋର୍ଟ ପ୍ରଦାନ କରିବେ l ତେବେ ମାତ୍ର ୧୫୦ ଟଙ୍କାରେ ଏହି ସମସ୍ତ ପରୀକ୍ଷା ଜନସାଧାରଣଙ୍କ ଉପଲବ୍ଧ ଥିବା ସୂଚନାରୁ ପ୍ରକାଶ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes