କାଲି ଦିନ ୧୦ଟା ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ: ସର୍ବୋଚ୍ଚ ଯନ୍ତ୍ରୀ

ନଦୀର ଜଳସ୍ତର ନେଇ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି କହିଛନ୍ତି, ଖଇରମାଳରେ ୫ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି, କାଲି ଦିନ ୧୦ଟା ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ।

ଆଲର୍ଟ ଅଛୁ, ଭଦ୍ରକ ଓ ଯାଜପୁରକୁ ବରିଷ୍ଠ ଅଧିକାରୀଙ୍କୁ ପଠାଇଛୁ, କିଛି ନଦୀରେ ଜଳସ୍ତର ବଢ଼ୁଛି, ବୈତରଣୀ ବ୍ୟତୀତ ଅନ୍ୟଠି ବନ୍ୟା ସ୍ଥିତି ନାହିଁ ବୋଲି ଯନ୍ତ୍ରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes