କାଲି ଜନଜାତି କମିଶନଙ୍କ ନିକଟରେ ହାଜର ହେବେ କେନ୍ଦୁଝର ଜିଲ୍ଲାପାଳ

ସମନ ସତ୍ତ୍ୱେ କେନ୍ଦୁଝର ଜିଲ୍ଲାପାଳ ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ହେଉନଥିବାରୁ ଜାରି ହୋଇଥିବା ୱାରେଣ୍ଟକୁ କାର୍ଯ୍ୟକାରୀ କରିବାକୁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି l

ଜିଲ୍ଲାପାଳଙ୍କୁ କମିଶନଙ୍କ ନିକଟରେ ହାଜର କରାଇବାକୁ ଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes