କାଲି ରାତି ୧୦ଟା ୩୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ଏବଂ କୋର୍ କମିଟି ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଖୋର୍ଦ୍ଧାରେ ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ପ୍ରଶିକ୍ଷଣକୁ ଉଦ୍ଘାଟନ କରିବେ ଏବଂ ୧୮ ତାରିଖ ରାତିରେ ଦିଲ୍ଲୀ ଫେରିବା ନେଇ ସୂଚନା ମିଳିଛି।
Credible Local News of Odisha