୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି। ୧୭% ଲଜିକାଲ ଏରର ବାହାରିଛି, ବିଏଲ୍ଓ ସଂଶୋଧନ କରିବେ କହିଛନ୍ତି ସିଇଓ।
ପ୍ରତ୍ୟେକ ଭୋଟରଙ୍କୁ ୨ଟି ଫର୍ମ ଦିଆଯିବ।ଗୋଟିଏ ନିଜ ପାଖରେ ରଖିବେ, ଆଉ ଗୋଟିଏ ଫର୍ମ ବିଏଲ୍ଓଙ୍କୁ ଦେବେ କହିଛନ୍ତି ସିଇଓ।
Credible Local News of Odisha