କାଲିଠୁ ଡ୍ରାଇଭର ସଂଘର ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ଚେତାବନୀ

ଦଶ ଦଫା ଦାବି ନେଇ ଆଜି ଡ୍ରାଇଭର ମହାସଂଘ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ କରାଯାଇଥିବା ବେଳେ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା କହିଛନ୍ତି ସଂଘ ସଭାପତି l ତିନିମାସରେ ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି l

ତେବେ ଆସନ୍ତାକାଲି ଠାରୁ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ହେବ ବୋଲି କହିଛନ୍ତି ସଂଘ ସମ୍ପାଦକ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes