ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତିନୂଆଗାଁ ଛକରେ ଆଜି ସକାଳୁ ଏକ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି l
ଏକ ପରିବାର ଗୋପାଳପୁରରୁ ଭୁବନେଶ୍ୱର ଫେରିବା ବେଳେ ଏହି ଦୁର୍ଘଟଣା ହୋଇଛି l
Credible Local News of Odisha