କାର ଓ ମୋଟର ସାଇକେଲ ଦୁର୍ଘଟଣାରେ ଦୁଇ ଆହତ

ମାଲକାନଗିରି ଜିଲ୍ଲା ଏମଭି ୧୩ଗ୍ରାମ ନିକଟରେ ଏକ କାର ଗୋଟିଏ ମୋଟର ସାଇକେଲକୁ ପଛ ପଟୁ ଦ୍ରୁତ ଗତିରେ ଧକ୍କା ଦେବା ଫଳରେ ମୋଟର ସାଇକେଲରେ ଥିବା ଦୁଇଜଣ ଯୁବକ ଆହତ ହୋଇଛନ୍ତି ।

ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes