କାର ଓଲଟି ଗୋଟିଏ ପରିବାରର ୬ ଗୁରୁତର

ସୁନ୍ଦରଗଡ ଜିଲ୍ଲା ବଣାଇ ଅନ୍ତର୍ଗତ ଜାଙ୍ଗଳା ନିକଟରେ କାର୍ ଓଲଟି ଗୋଟିଏ ପରିବାରର ୬ ଗୁରୁତର ହୋଇଥିବା ସୂଚନା ମିଳିଛି ।

ସମସ୍ତ ଗୁରୁତର ରାଉରକେଲା ଛେଣ୍ଡ୍ କଲୋନୀର ହୋଇଥିବା ବେଳେ ଭୁବନେଶ୍ୱରରୁ ରାଉରକେଲା ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କୁ ପ୍ରଥମେ ବଣାଇ ମେଡିକାଲ ଓ ପରେ ରାଉରକେଲା ସ୍ଥାନାନ୍ତର କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version