କାର୍ ଭିତରୁ ୩ ଜଣଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ଘଟଣା: ଋଣ ପାଇଁ ଏହି ପଦକ୍ଷେପ

ଋଣ ଓ ଅନଲାଇନ୍ ଗେମ୍‌ରେ ଟଙ୍କା ହାରିବା ପରେ ଚରମ ପଦକ୍ଷେପ ନେଇଥିବା କହିଛନ୍ତି ଝାରସୁଗୁଡ଼ା ଏସ୍‌ପି।

ସ୍ତ୍ରୀ ଓ ଝିଅକୁ ଗୁଳି କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ବ୍ୟକ୍ତି। ଲଖନପୁର ବଣିପାହାଡ଼ ନିକଟରେ କାରରୁ ମୃତଦେହ ଉଦ୍ଧାର ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes