କାର୍ ଧକ୍କାରେ ୨ ମୃତ, ଜଣେ ଗୁରୁତର

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମାରି ବସ୍‌ଷ୍ଟାଣ୍ଡରେ ଦୁର୍ଘଟଣା ଘଟିଛି।

ବସ୍‌କୁ ଅପେକ୍ଷା କରିଥିବା ବେଳେ ହଠାତ୍ ମାଡ଼ିଗଲା କାର୍‌। ଗୁରୁତର ବ୍ୟକ୍ତି ଜଣଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes