କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିବେ ସରକାର: ମନ୍ତ୍ରୀ

ଭଉଣୀ କଙ୍କାଳ ଭାଇ ବ୍ୟାଙ୍କ ନେବା ଘଟଣାରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ବିଭାଗୀୟ ଉଚ୍ଚ ବ୍ୟାଙ୍କ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିବେ ସରକାର। ଜାତୀୟ ବ୍ୟାଙ୍କ କାରଣରୁ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ।

ଆରଡିସି ମୁଖ୍ୟମନ୍ତ୍ରୀଙ୍କୁ ସିଧା ରିପୋର୍ଟ ଦେବେ। ରିପୋର୍ଟ ଆଧାରରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ବିଚାର କରାଯିବ, ଅପରାଧିକ କାର୍ଯ୍ୟ ହୋଇଥିଲେ ଆଇନଗତ ଆକ୍ସନ ହେବ କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes