କାରଗିଲ ବିଜୟ ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଆଜି କାରଗିଲ ବିଜୟ ଦିବସ ପାଳନ କରାଯାଇଛି । ସଂଗଠନର ସଭାପତି ଡ. ପ୍ରଫୁଲ୍ଲ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ କାରଗିଲ ଯୋଦ୍ଧା ତଥା ଅବସରପ୍ରାପ୍ତ ସେନା କ୍ୟାପ୍‌ଟେନ୍ ବସୁଦେବ ମହାକୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଯୁଦ୍ଧରେ ନିଜର ଅଙ୍ଗେ ନିଭା ଅନୁଭୂତି ବିଷୟ ବର୍ଣ୍ଣନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes