କାରକୁ ଧକ୍କା ଦେଲା ସ୍କୁଟି; କ୍ଷତିପୂରଣ ପରେ ପରିସ୍ଥିତି ଶାନ୍ତ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା କୃଷକ ବଜାର ନିକଟରେ ରାସ୍ତା କଡରେ ଛିଡା ହୋଇଥିବା କାରଟିକୁ ଏକ ସ୍କୁଟି ଚାଳକ ଧକ୍କା ଦେଇଥିଲା ।

ଫଳରେ କାରଟିର ପଛପଟ କିଛି ଅଂଶ ଭାଙ୍ଗି ଯିବାରୁ ଉତେଜନା ବଢ଼ିଥିଲା। ସ୍କୁଟି ଚାଳକ ଓ କାର ଚାଳକ ମଧ୍ୟରେ ଧସ୍ତାଧସ୍ତି ହେବାପରେ ପାଟି ତୁଣ୍ଡ ହୋଇଥିଲା । ସ୍କୁଟି ଚାଳକ କ୍ଷତି ପୂରଣ ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version