କାନ୍ଦିଲେ ପଦ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ଗତକାଲି ଏକ ଗାଁରେ କର୍ମୀ ସମ୍ମିଳନୀ ବେଳେ ବିଜେଡି ଗୁଣ୍ଡା ପହଞ୍ଚି ମୋତେ ଆକ୍ରମଣ ଉଦ୍ୟମ କରିବା ସହ ମାଇକ ଭାଙ୍ଗି, ଟେଣ୍ଟ ଚିରି
ସମ୍ମିଳନୀରେ ଉପସ୍ଥିତ ଥିବା ୨/୩ ଜଣ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥଲେ ବୋଲି ଆଜି କାନ୍ଦି କାନ୍ଦି ପ୍ରେସମିଟ୍‌ରେ କହିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ।

ଗାଁ ଲୋକ ପ୍ରତିରୋଧ କରିବାରୁ ମୁଁ ବର୍ତ୍ତିଗଲି, ମୋତେ ମାରିବାକୁ ବିଜେଡି ପୁରସ୍କାର ଘୋଷଣା କରିଛି ବୋଲି ପ୍ରଦୀପ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes