କାଣିପଦା ଜଙ୍ଗଲ ପଥର ଖୋଲରେ ଫସିଲେ ନାବାଳକ

ଓଡଗାଁ ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହ ବେଳେ ଫସି ରହିଛି ନାବାଳକ। ମୁଣ୍ଡ ପଥର ସନ୍ଧିରେ ରହିଥିବାରୁ ବାହାରି କରିବାକୁ ନାକେଦମ୍‌ ହୋଇଛନ୍ତି ଉଦ୍ଧାର କରି ଟିମ୍।

ଉଦ୍ଧାର କାର୍ଯ୍ୟରେ ନୟାଗଡ଼ ଓ ଓଡଗାଁ ଅଗ୍ନିଶମ କର୍ମଚାରୀ ସାମିଲ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes