ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।
ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଡ଼ି ଛକ ସ୍ଥିତ ବାସଭବନରେ ରେଡ୍ ଚାଲିଛି। ନରିପୁର ସ୍ଥିତ ଅଫିସରେ ଚାଲିଛି ଭିଜିଲାନ୍ସ ଚଢ଼ାଉ।ଭୁବନେଶ୍ୱର, କେନ୍ଦୁଝର ଓ ବାଲେଶ୍ୱରରେ ମଧ୍ୟ ରେଡ୍ ଚାଲିଛି।
Credible Local News of Odisha