କାଠ ଵୋଝେଇ ଟେମ୍ପୋ ଜବତ, ଜଣେ ଗିରଫ

ମୟୂରଭଞ୍ଜ ଜିଲ୍ଲା ଉଦଳା ବନ ବିଭାଗ ଆଜି ବୃନ୍ଦାଗଡି ଛକ ନିକଟରୁ ଏକ କାଠ ବୋଝେଇ ଟେମ୍ପୋ ଗାଡ଼ିକୁ ଜବତ କରିବା ସହ ଜଣକୁ ଗିରଫ କରିଛି ବନ ବିଭାଗ ।

ଗିରଫ ହୋଇଥିବା ବ୍ୟକ୍ତି ହେଲେ ମାୟାଧର କାର୍ଗୀ । ତେବେ ଉକ୍ତ ଟେମ୍ପୋରେ ଜାମୁ ବନ୍ଧ ଥିବା ବନ ବିଭାଗ ସୂଚନା ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version