କାଠଯୋଡ଼ି ଓ ମହାନଦୀ ଉପରେ ବଡ଼ ସେତୁ ଘୋଷଣା

କାଠଯୋଡ଼ି ନଦୀ ଉପରେ ସୁବାସ ବୋଷ ସେତୁ ବାଦ୍ ୨ୟ ସେତୁ ନିର୍ମାଣ କରାଯିବ। ନରସିଂହପୁର ଓ ବାଲିପୁଟ ମଧ୍ୟରେ ମହାନଦୀରେ HL ସେତୁ ହେବ। ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଉନ୍ନତି କରାଯିବ ଏବଂ କେନ୍ଦୁଝର ବାଇପାସ୍ ରୋଡ୍ ନିର୍ମାଣ କରାଯିବ।

MCL ଛକରୁ ବୈଜାମୁଣ୍ଡା ପର୍ଯ୍ୟନ୍ତ ବୁର୍ଲା ରିଂ ରୋଡ୍ ହେବ।ଫୁଲନଖରା-ନିଆଳି-ମାଧବ ରାସ୍ତାର ଉନ୍ନତିକରଣ ହେବ ନେଇ ବଜେଟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes