କାଜୁ ବିକ୍ରିରେ ଠକେଇ; ୨ ଗିରଫ

କୋଣାର୍କ ମନ୍ଦିର ପାଖରେ ପର୍ଯ୍ୟଟକଙ୍କୁ ଅପମିଶ୍ରିତ କାଜୁ ବିକ୍ରି ଘଟଣାରେ କୋଣାର୍କ ରିଂ ରୋଡ୍‌ରେ ପୋଲିସ ଚଢାଉ କରିଛି।

୭ କେଜି ଅପମିଶ୍ରିତ କାଜୁ ଜବତ ସହ ୨ ଠକ ବ୍ୟବସାୟୀଙ୍କୁ ଗିରଫ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes