କାଗଜପତ୍ର ଯାଞ୍ଚ ବେଳେ ଦୁଇ ସ୍କୁଲ ବସ ଜବତ

ରାଇରଙ୍ଗପୁରରେ ଆଜି ପରିବହନ ବିଭାଗ ପକ୍ଷରୁ ସ୍କୁଲ ବସ ଗୁଡିକର କାଗଜପତ୍ର ଯାଞ୍ଚ କରାଯାଉଥିବା ବେଳେ ଆବଶ୍ୟକ କାଗଜପତ୍ର ନ ଥିବାରୁ ଦୁଇଟି ସ୍କୁଲ ବସ ଜବତ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes