କଳିଙ୍ଗ ଷ୍ଟୁଡିଓ ଛକରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ତାରିଣୀ ମାର୍କେଟ୍‌ରେ ନିଆଁ ଲାଗି ଜଳିଗଲା ଦୋକାନ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ନିଆଁକୁ ଆୟତ୍ତ କଲା ତମାଣ୍ଡୋ ଅଗ୍ନିଶମ ଟିମ୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes