କଳାହାଣ୍ଡି ମୁଖ୍ୟ ଚିକିତ୍ସାଲୟକୁ ନୂତନ ଜିଲ୍ଲାପାଳଙ୍କ ପରିଦର୍ଶନ

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଜି ନୂତନ ଜିଲ୍ଲାପାଳ ପି.ଅନ୍ନେଷା ରେଡ୍ଡୀ ପରିଦର୍ଶନ କରି ଚାଲିଥିବା ନୂତନ କୋଠାଘର ଯାଞ୍ଚ କରିଥିଲେ ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ,ପୂର୍ତ୍ତ ବିଭାଗ ଯନ୍ତ୍ରୀ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes