କଳାହାଣ୍ଡିରେ ଦିନକରେ ୧୮ କରୋନାରେ ଆକ୍ରାନ୍ତ July 19, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l