ଦ୍ୱିତୀୟ ଦିନରେ ଭୁବନେଶ୍ୱର କଳାରାହାଙ୍ଗରେ ଜବରଦଖଲ ଉଚ୍ଛେଦ ଜାରି ରହିଛି। ବେଆଇନ ଘର ଓ ଦୋକାନ ଉପରେ ଚାଲିଛି ବୁଲଡୋଜର।BDA, BMC, GAର ମିଳିତ ଉଦ୍ୟମରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ୫୦ ରୁ ଉର୍ଦ୍ଧ୍ବ ଦୋକାନ ଓ ଘର ଭାଙ୍ଗୁଛି BDA।
Credible Local News of Odisha