ଭୁବନେଶ୍ୱର ଟ୍ରାଫିକ ପୁଲିସ ପକ୍ଷରୁ କଳାକାଚ ଲଗାଇଥିବା ୫୧ଟି ଗାଡିରୁ ଦୁଇଦିନରେ ୨୫,୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।
ଆଗକୁ କଳାକାଚ ଲଗାଇଥିବା ଗାଡ଼ିରେ ଚଢାଉ ଜୋରଦାର କରାଯିବ ବୋଲି କହିଛନ୍ତି ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା।
Credible Local News of Odisha