କଲେଜ ଫାଟକ ଆଗରେ ଧାରଣା ଦେଇଛନ୍ତି ଇଂଜିନିୟରିଂ କଲେଜର କର୍ମଚାରୀ

ଭଦ୍ରକ ଜିଲ୍ଲା ବରପଦା ଇଂଜିନିୟରିଂ କଲେଜ ଫାଟକ ଆଗରେ କର୍ମଚାରୀମାନେ ଧାରଣାରେ ବସିଛନ୍ତି।

ବସିଥିବା କଲେଜ କର୍ମଚାରୀ ଧାରଣାସ୍ଥଳରେ ପୂଜାପାଠ କରୁଥିବା ଦେଖିବାକୁ ମିଳିଛି। କର୍ମଚାରୀଙ୍କ ଧାରଣା ୪୩ ଦିନରେ ପହଞ୍ଚିଥିବା ବେଳେ
ନା ଜିଲ୍ଲା ପ୍ରଶାସନା ନା କଲେଜ ଅଧିକାରୀ କେହି ଆଲୋଚନା କରୁନଥିବା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes