କଲେଜ ଛାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ

ବାଲେଶ୍ଵର ଜିଲ୍ଲା ଔପଦା ଢିଁପୁର ଆଦର୍ଶ ବିଦ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି।

ମୃତ କଲେଜ ଛାତ୍ରୀ ମଇଁଷାଡ଼ାଳି ଗାଁର। ସେ ଯୁକ୍ତ ତିନିରେ ପଢୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes