କଲେଜ ଗୁଡିକରେ ଚାଲୁ ରହିବ ସେଲ୍ଫ ଫାଇନାନସିଂ କୋର୍ସ

ପୂର୍ବଭଳି କଲେଜ ଗୁଡିକରେ ସେଲ୍ଫ ଫାଇନାନସିଂ କୋର୍ସ ଚାଲୁ ରହିବ ବୋଲି ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି l

ସେଲ୍ଫ ଫାଇନାନସିଂ କୋର୍ସରେ କାଟଛାଣ୍ଟ କରି ମାତ୍ର 20% ପିଲା ନେବାକୁ ନିକଟରେ ଉଚ୍ଚ ଶିକ୍ଷା ବିଭାଗ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ବିଭିନ୍ନ ମହଲରେ ବିରୋଧ କରାଯିବାରୁ ସରକାର ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes