କଲେଜରେ ପ୍ରିନ୍ସିପାଲଙ୍କ ଅନୁପସ୍ଥିତି ବଢ଼ୁଥିବାରୁ ତାଗିଦ

ବାୟୋମେଟ୍ରିକ୍‌ ଉପସ୍ଥାନରେ ଅନିୟମିତତା ସ୍ପଷ୍ଟ ହେବା ପରେ ତାଗିଦ କରାଯାଇଛି। ସର୍ବନିମ୍ନ ୭ ଘଣ୍ଟା ରହିବା ନିର୍ଦ୍ଦେଶକୁ ପ୍ରିନ୍ସିପାଲଙ୍କ ଉଲଂଘନ କରି ଅନ୍ୟ କର୍ମଚାରୀଙ୍କ ପ୍ରତି କଠୋର ଥିବା ସୂଚନା ମିଳିଛି।

ପ୍ରିନ୍ସିପାଲ ଓ କିଛି କର୍ମଚାରୀ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ଅନୁପସ୍ଥିତ ରହୁଛନ୍ତି।ନିୟମ ମାନିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରିନ୍ସିପାଲଙ୍କୁ ଚିଠି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes