କଲଶ ଯାତ୍ରା ଶହ ଲଛିପୁର ନବଦୁର୍ଗା ପୂଜା ଅନୁଷ୍ଠିତ

କଳସ ଯାତ୍ରା ସହ ଲଛିପୁରରେ ନବଦୁର୍ଗା ପୂଜା ଆରମ୍ଭ ହୋଇଥିବା ବେଳେ ହାଟପଦା ନିକଟରେ ଦୁର୍ଗା ପୂଜା ଅବସରରେ ଆଜି ଅଙ୍ଗ ନଦୀ କୂଳରେ ପୂର୍ଣ୍ଣକୁମ୍ଭ ସ୍ଥାପନସହ ପୂଜାର୍ଚ୍ଚନା କରି ସହ ଆଠ କଲଶ ଯାତ୍ରା ଅନୁଷ୍ଠିତ ହୋଇଥିଲା।

ପଣ୍ଡିତ ଲୋକନାଥ ପୂଜାରୀ, ଚଣ୍ଡୀ ପାଠକ ସନତ ସତପଥି ,ଜପକ ଗୁପ୍ତେଶ୍ଵର ମିଶ୍ର, କର୍ତ୍ତା ଦାୟିତ୍ଵ ତୁଲାଇଥିଲେ ବାଲେଶ୍ଵର ରଣା ,ପ୍ରଦିପ ନୁଆଁଇ, ପଦ୍ମନାଭ ହୋତା, ପ୍ରଦିପ ନାଏକ, ରହିଥିବା ବେଳେ କମିଟି ସଭାପତି ରଂଜିତ ରଣା, ସଂପାଦକ ଲକ୍ଷ୍ମୀ ନାରାୟଣ ପଟେଲ, କୋଷାଧ୍ୟକ୍ଷ ବ୍ରୟପୂଟେଲ ରହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes